Jump to content

ଫୁଙ୍କା ବନ୍ଧ

ଉଇକିଅଭିଧାନ‌ରୁ

ଫୁଙ୍କା ବନ୍ଧ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମଜ୍ଞାନ ମତରେ ପାଞ୍ଚ ମନ ପଚିଶ ପ୍ରକୃତି ଆଦି ଯୁକ୍ତ ଶରୀର —The body with five minds and twenty five propensities according to the Brahmajn̄āna school.

ଫକାବନ୍ଧ କଥା ଯେ ପଚାରିଲୁ ମୋତେ—ପ୍ରାଚୀ. ପରତେ ଗୀତା