ଫୁଙ୍ଗଳା
ଦେଖଣା
ଫୁଙ୍ଗଳା
ଉଚ୍ଚାରଣ
[ସମ୍ପାଦନା]ଫୁଙ୍ଗା, ଫୁଙ୍ଗୁଳାଅନ୍ୟରୂପ
ଅନୁବାଦ
[ସମ୍ପାଦନା](ଫୁଙ୍ଗୁଳୀ—ସ୍ତ୍ରୀ)
ଦେଶଜ - ବିଶେଷଣ - (ସଂସ୍କୃତ - ନଗ୍ନ)
[ସମ୍ପାଦନା]- ୧. (ପୁଂ) ଅନାବୃତ୍ତ ଶରୀର — ୧. With naked or uncovered body.
- ୨. ଇତସ୍ତତଃ ବିକ୍ଷିପ୍ତ —୨. Strewn here and there.
- ୩. (ପୁଂ) ଫାଙ୍ଗୁଳା (ଦେଖ) - ୩. Phāṅguḻā(See)