Jump to content

ଫୁଟ

ଉଇକିଅଭିଧାନ‌ରୁ
  • ସାପର ଫଣା
  • ଟୋପା
  • ଫୁଟି କାକୁଡି; ଲତାଫଳବିଶେଷ
  • ପ୍ରକାଶ
  • ଯେଉଁ ଦ୍ରବ୍ୟ ସାହାଯ୍ୟରେ ଧାତୁ ତରଳାଇବାକୁ ହୁଏ
  • ବିଦୀର୍ଣ୍ଣ
  • ପ୍ରସ୍ଫ୍ହୁଟିତ
  • ବୀଜକୋଷ; ପଣସ, ତିନ୍ତୁଳି, ଲେମ୍ବୁ ଆଦି ମଧ୍ୟସ୍ଥ ବୀଜପୂର୍ଣ୍ଣ ଖୋଷା

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଗାଡିରେ ବା ବଗିରେ ଲାଗିବା ଏକୁଟିଆଫୁଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ସ୍ଫୁଟ୍ ଧାତୁ=ବିକସିତ ହେବା; ବ୍ୟକ୍ତ ହେବା; ଭେଦ କରିବା+କର୍ତ୍ତୃ. ଅ; ନିପାତନ)

[ସମ୍ପାଦନା]
୧. ସାପର ଫଣା — ୧. The expanded hood of a serpent
୨. ଟୋପା —୨. Drop.
୩. ଫୁଟି କାକୁଡ଼ି; ଲତାଫଳବିଶେଷ — ୩. A cucurbitacious fruit; Cucumus Memordica.
୪. ପ୍ରକାଶ —୪. Exhibition.


୫. ଯେଉଁ ଦ୍ରବ୍ୟ ସାହାଯ୍ୟରେ ଧାତୁ ତରଳାଇବାକୁ ହୁଏ — ୫. A menstruum; a solvent; flux.

ବିଶେଷଣ -

[ସମ୍ପାଦନା]
୧. ବିଦୀର୍ଣ୍ମ —୧. Pierced.
୨. ପ୍ରସ୍ଫୁଟିତ —୨. Opened; expanded.

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପୁଟ)

[ସମ୍ପାଦନା]

ବୀଜକୋଷ; ପଣସ, ତିନ୍ତୁଳି, ଲେମ୍ୱୁ ଆଦି ମଧ୍ୟସ୍ଥ ବୀଜପୂର୍ଣ୍ଣ ଖୋଷା —A seed-vessel of the jack; lemon; tamarind and such other fruits.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ସ୍ଫୁଟ)

[ସମ୍ପାଦନା]

ଗାଡ଼ିରେ ବା ବଗିରେ ଲାଗିବା ଏକୁଟିଆ (ଘୋଡ଼ା) —Single (Carriage-horse).