ଫୁଟନ୍ତା
ଦେଖଣା
ଫୁଟନ୍ତା
ଉଚ୍ଚାରଣ
[ସମ୍ପାଦନା](ଫୁଟନ୍ତା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫୁଟନ୍ତା
|
ଦେଶଜ - ବିଣ—(ସଂସ୍କୃତ - ସ୍ଫୁଟତ୍)
[ସମ୍ପାଦନା]- ୧. ପ୍ରସ୍ଫୁଟିତ; ଫୁଟିଥିବା; ୧. Full blown.
କର୍ଣ୍ଣ ଅର୍ଜ୍ଜୁନଙ୍କ କାଣ୍ଡରେ ଗଣ୍ଡି ମଣ୍ଡି ଫୁଟନ୍ତା ପଲାଶ ଶୋଭାକୁ ଦେଲେ ଖଣ୍ଡି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
- ୨. ଅଗ୍ନି ଉତ୍ତାପରେ ଫୁଟୁଥିବା —୨. Boiling on fire.