ଫୁଟା
ଦେଖଣା
ଫୁଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫୁଟା
|
ଦେଶଜ - ବି—(ସଂସ୍କୃତ - ସ୍ଫୁଟ୍. ଧାତୁ)
[ସମ୍ପାଦନା]- ୧. ଭାତ ଫୁଟିବା — Boiling of rice.
- ୨. ହାଣ୍ଡିଫୁଟା; ତରକାରୀ ବଘାରିବା ମସଲା; ଫୁଟୁଣା —୨. Spices used frying or flavour ing curry.
ଅନୁବାଦ
[ସମ୍ପାଦନା]ଫୁଟା
|
- ୩. ଛିଦ୍ର; କଣା —୩. Hole.
- ୪. ଫୁଲ ଫୁଟିବା —୪. The blowing of blossoms into flower.
ଅନୁବାଦ
[ସମ୍ପାଦନା]ଫୁଟା
|
ବିଶେଷଣ -
[ସମ୍ପାଦନା]- ୧. ପ୍ରସ୍ଫୁଟିତ ହୋଇଥିବା; ବିକସିତ (ଫୁଲ) — ୧. Expanded; full-blown, (flower).
ଜଳସ୍ଥାନମାନଙ୍କେ ଫୁଟା ପଦ୍ମ ଗନ୍ଧ ଲୋଭେ ଭୃଙ୍ଗେ ସେଠାକୁ ଧାନ୍ତି ହୋଇ ଅନ୍ଧ କୃଷ୍ଣସିଂହ. ମହାଭାରତ. ବନ
(ଫୁଟୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଫୁଟା
|
- ୨. ଫୁଟି ଯାଇଥିବା; ଛିଦ୍ର ହୋଇଥିବା; କଣା ହୋଇ ଥିବା —୨. Having a hole.