ଫୁଟାଇବା
ଦେଖଣା
ଫୁଟାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫୁଟାଇବା
|
ଦେଶଜ - କ୍ରି.—(ସଂସ୍କୃତ - ସ୍ଫୁଟ୍. ଧାତୁ)
[ସମ୍ପାଦନା](ଫୁଟିବା କ୍ରିୟା ଣିଜନ୍ତ ରୂପ —The causative from of Phuṭibā).
- ୧. ପ୍ରସ୍ଫୁଟିତ କରାଇବା — ୧. To cause to expand.
ଫୁଟାଏ କୁସୁମରାଣୀ କମଳ ମଧୁସୂଦନ. ଛାନ୍ଦମାଳା
- ୨. ବିଦ୍ଧ କରିବା —୨. To pierce through.
କାଣ୍ଡରେ ଫଟାଇଲେ ତାଙ୍କର ବହୁଟି କୃଷ୍ଣସିଂହ. ମହାଭାରତ. ଭୀଷ୍ମ
ଅନୁବାଦ
[ସମ୍ପାଦନା]ଫୁଟାଇବା
|
- ୩. ଛିଦ୍ର କରିବା —୩. To make a hole.
- ୪. ଗୋଡ଼ ବା ହାତର ଆଙ୍ଗୁଠିର ଗଣ୍ଠିମାନଙ୍କୁ ମୋଡ଼ିବାଦ୍ୱାରା ଟକ୍ ଟାକ୍ ଶବ୍ଦ ଉତ୍ପନ୍ନ କରାଇବା —୪. To crack the finger joints.
ଅନୁବାଦ
[ସମ୍ପାଦନା]ଫୁଟାଇବା
|
- ୫. ଭାତ ଆଦିକୁ ପାଣିରେ ସିଦ୍ଧ କରିବା, ଜଳକୁ ନିଆଁରେ ବସାଇ ତାହା ଫୁଟିଲା ପରି କରିବା — ୫. To cause (water) to boil.
- ୬. (ଶୋଭା, ସୌନ୍ଦର୍ଯ୍ୟ) ପ୍ରକାଶିତ କରାଇବା — ୬. To bring out (the beauty of a thing); to manifest.
ଅନୁବାଦ
[ସମ୍ପାଦନା]ଫୁଟାଇବା
|
- ୭. ବନ୍ଧୁକ ଆଦି ଫଏଲ୍ କରିବା — ୭. To fire a gun.
ଅନୁବାଦ
[ସମ୍ପାଦନା]ଫୁଟାଇବା
|
- ୮. ତରକାରୀ ଆଦିକୁ ହାଣ୍ଡିମସଲା ଦେଇ ବଘାରିବା; ଛୁଙ୍କି ଦେବା —To flavour curry by frying it in oil with spices.
- ୯. ବୁଝାଇବା —୯. To explain.
- ୧. ବିସ୍ତାରିତ ରୂପେ ପ୍ରକାଶ କରିବା — ୧୦. To dilate; to deserbe in detail.
ଲତା ଫୁଟାଇ କହିଲେ ବଢ଼ିଯିବ କଥା ପ୍ରାଚୀ. ବ୍ରହ୍ମନିରୂପଣ ଗୀତା