ଫୁଟି
ଦେଖଣା
ଫୁଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ପୁଟ; ସ୍ପୁଟିତ)
[ସମ୍ପାଦନା]- ୧. ପ୍ରକାଶ — ୧. Exhibition; manifestation.
- ୨. ଏକ ପ୍ରକାର କାକୁଡ଼ି; ଚିର୍ଭଟୀ; ଚିର୍ଭଟିକା — ୨. Cucumber; Cucumis Memordica.
ବିଶେଷଣ -
[ସମ୍ପାଦନା]- ୧. ସ୍ଫୁଟ; ପ୍ରକାଶିତ —୧. Manifested; patent.
- ୨. ଖ୍ୟାତ; ପ୍ରକଟିତ —୨. Divulged; published.
- ୩. କ୍ଳାନ୍ତ; ଶ୍ରାନ୍ତ —୩. Tired; fatigued.
ଅନେକ କାଳ ଗର୍ଭେ ଭ୍ରମି ଫୁଟି ହୋଇଲା ପଥଶ୍ରମୀ ଜଗନ୍ନାଥ. ଭାଗବତ