Jump to content

ଫୁଟି ଉଠିବା

ଉଇକିଅଭିଧାନ‌ରୁ

ଫୁଟି ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଫୁଟିତ)

[ସମ୍ପାଦନା]
୧. ପ୍ରସ୍ଫୁଟିତ ହେବା — ୧. To be full blown.


ଅନୁବାଦ

[ସମ୍ପାଦନା]

ହୁଙ୍କା ବାଲି ବିଲେ ଫୁଟି ଉଠେ ଛତୁ, ଘୋର ଘନ ନୀର ପାଇ ନନ୍ଦକିଶୋର. ନିର୍ଝରିଣୀ

୨. ବିକସିତ ହେବା; ପ୍ରକାଶିତ ହେବା; ସ୍ପଷ୍ଟ ରୂପେ ଦେଖାଯିବା — ୨. To be manifest; to be seen clearly.