Jump to content

ଫୁଟୁକି ଫୁଟାଇବା

ଉଇକିଅଭିଧାନ‌ରୁ

ଫୁଟୁକି ଫୁଟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫୁଟୁକି ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହାତର ଦୁଇ ଆଙ୍ଗୁଠକି ଫୁଟାଇବା —୧. To make a cracking sound with two fingers.

ମୁହୁର୍ମୁହୁ ମାରି ହାଇ ଫୁଟକି ଫୁଟାଇ ରାଧାନାଥ. ମହାଯାତ୍ରା

[ଦ୍ରଷ୍ଟବ୍ୟ — ବୃଦ୍ଧାଙ୍ଗୁଳି ଓ ମଧ୍ୟମାଙ୍ଗୁଳି ସଂଯୋଗରେ ଫୁଟୁକି ଜାତ ହୁଏ; କିନ୍ତୁ ମଧ୍ୟମାଙ୍ଗୁଳିର କରତଳର ମୂଳଦେଶରେ ଆଘାତ ଯୋଗେ ଏ ଶବ୍ଦର ଉତ୍ପତ୍ତି ହୁଏ ]

୨. କରତଳକୁ ପାତ୍ରାକୃତି କରି ଶରୀରରେ ଆଘାତ କରିବା — ୨. To pat on the body with the plam (by making it like a cup).