Jump to content

ଫୁଟୁଣା

ଉଇକିଅଭିଧାନ‌ରୁ

ଫୁଟୁଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୋରଣ; ସ୍ଫୁଟନ)

[ସମ୍ପାଦନା]
୧. ତରକାରୀ ଆଦି ଘିଅ ବା ତେଲରେ ବଘାରିବା ପାଇଁ ବ୍ୟବହୃତ ମସଲା; ହାଣ୍ଡିଫୁଟା —୧. Condiment used to savour curry etc with ghee or oil.
୨. ଭାତ ଆଦି ପାଇଁ ପାଣିଫୁଟିବା — ୨. The boiling of rice in water.