ଫୁଟୁରୁ ଫୁଟୁରୁ ହେବା
ଦେଖଣା
ଫୁଟୁରୁ ଫୁଟୁରୁ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫୁଟୁରୁ ଫୁଟୁରୁ ହେବା
|
ଦେଶଜ - କ୍ରି.
[ସମ୍ପାଦନା]ଗୋପନରେ ଧୀରେ ଧୀରେ କଥାବାର୍ତ୍ତା ହେବା — To talk silenty and in whispers.
ଗାଁରେ ସ୍ତ୍ରୀମାନେ ଭିତରେ ଭିତରେ ବିଦିଆ ଆଉ ଗେହ୍ଲୀ କଥା ଫୁସୁରୁ ଫୁସୁରୁ ହେଲେ କୁନ୍ତଳାକୁମାରୀ. ନଅରତୁଣ୍ଡୀ