ଫୁଟୁ ଫୁଟୁକା
ଦେଖଣା
ଫୁଟୁ ଫୁଟୁକା
ଉଚ୍ଚାରଣ
[ସମ୍ପାଦନା]ଫୁଟ ଫୁଟକା, ଫୁଟ ଫୁଟକିଆ, ଫୁଟି ଫୁଟିକା, ଫୁଟି ଫୁଟିକିଆ, ଫୁଟୁଫୁଟୁକିଆଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଫୁଟୁ ଫୁଟୁକା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - କଟଭୀ)
[ସମ୍ପାଦନା]- ୧. ବନ୍ୟ ପ୍ରତାନୀ ଲତା ବିଶେଷ —୧. The Staff tree; Cardiospermum Halicacabum.
[ଦ୍ରଷ୍ଟବ୍ୟ —ଏହା ବିରି ବିଲରେ ଜନ୍ମେ; ପତ୍ର ତ୍ରିପର୍ଣ୍ଣ, ଫଳ ତିନି ଫାଳିଆ ଫଳକୁ ହାତରେ ଚିପି ଦେଲେ ଫୁଟେ ]
- ୨. ଅମର ପୋଇ — ୨. A wild plant (the buds of which make a bursting sound.
[ଦ୍ରଷ୍ଟବ୍ୟ —ଏଥିର କଢ଼କୁ ଚିପି ଦେଲେ ଫଟ ଫଟ ହୋଇ ଫୁଟେ ଏଥିର ପତ୍ର ମୋଟା ପତ୍ରର ଦାଢ଼ କଟା— କଟା ପତ୍ରରୁ ଗଛ ଜାତ ହୁଏ ]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବିରିବିରି ହୋଇ ଦେହରେ ଫଳି ଯାଇଥିବା — ୧. Appearing or coming out on the body like small eruptions or pimples.
- ୨. ଛପଛାପକିଆ; ବହୁ ବିନ୍ଦଯୁକ୍ତ —୨. Spotted.