Jump to content

ଫୁଟ୍

ଉଇକିଅଭିଧାନ‌ରୁ

ଫୁଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଇଂରାଜି ରୈଖିକ ପରିମାଣ ବିଶେଷ; ଗଜର ଏକ ତୃତୀୟାଂଶ; ୧୨: ଇଞ୍ଚ; ପ୍ରାୟ ୧୬: ଆଙ୍ଗୁଳ ପରିମାଣ; ପ୍ରାୟ ଏକ ପାଦ ପରିମାଣ —Foot (measure)

ଦେଶଜ - (ଧ୍ୱନ୍ୟନୁକରଣ) ଅ

[ସମ୍ପାଦନା]

ଫୁଟ୍ ଫୁଟ୍ (ଦେଖ) - Phuṭ Phuṭ (See)