Jump to content

ଫୁଟ୍କି ମାରିବା

ଉଇକିଅଭିଧାନ‌ରୁ

ଫୁଟ୍କି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପୁଟୀକୃତ କରତଳଦ୍ୱାରା ଦେହକୁ ଆଘାତ କରିବା
୨. ବୃଦ୍ଧା ଓ ମଧ୍ୟମାଙ୍ଗୁଷ୍ଠଦ୍ୱାରା ଶବ୍ଦ କରିବା