Jump to content

ଫୁପି

ଉଇକିଅଭିଧାନ‌ରୁ

ଫୁପି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁଣ୍ଡର ରୂପୀ ରୋଗ — ୧. A skin disease in the scalp.
୨. ଫିମ୍ପି; ଛତିଆ —୨. Mildew; mold.
୩. କାଠରେ ପୋକ ବିନ୍ଧିବା ଯୋଗୁଁ ବାହାରିବା ପାଂଶୁ — ୩. Dust from moth- eaten. wood.

ବିଶେଷଣ -

[ସମ୍ପାଦନା]

ଖତରା; କୀଟଦଷ୍ଟ —Moth-eaten.