ଫୁଫୁକାର
(ପୁଫୁକୃତ—ଅନ୍ୟରୂପ)
(ଫୁଫୁକାରିବା—କ୍ରି)
ଫୁ ଫୁ ଶବ୍ଦ — Hissing sound.
ଚଳୁ ଅଛି ଚିନି ଧାର ରୁଧିର ଫୁଫୁକାର କରି ବିନ୍ଧନ୍ତି ଶଚ ବିଶ୍ୱନାଥ. ବିଚିତ୍ରରାମାୟଣ