ଫୁରସିବା
(ଫୁରୁସିବା—ଅନ୍ୟରୂପ)
ଗୋଟା ବାନ୍ଧିଥିବା ଚୂନ, ପଥର ବା ସିପ ବାୟୁ— ପ୍ରଭାବରେ ଚୂର୍ଣ୍ଣୀଭୂତ ହେବା —To become slaked (said of lime).