ଫୁରିବା
ଦେଖଣା
ଫୁରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ସ୍ଫୁର୍ ଧାତୁ; ପ୍ରା. ଫୁର ଧାତୁ)
[ସମ୍ପାଦନା]- ୧. ସ୍ଫୁରିବା; ସ୍ପନ୍ଦିତ ହେବା; ଡେଇଁବା, କମ୍ପିବା —୧. To tingle; to shake; to throb; to vibrate.
(ଯଥା—ମୋ ବାଁ ଆଖି ଦୁଇଦିନ ହେଲା ଫୁରୁଛି )
- ୨. ସ୍ଫୁରିବା; ସ୍ଫୁର୍ତ୍ତି ହେବା; ପ୍ରକାଶିତ ହେବା — ୨. To find expression; to find utterance; to be given vent to.
ତାମ୍ରଚଡ ଡାକ ଦେଲେ ଫୁରେ ଶଙ୍ଖ ଧ୍ୱନି ପ୍ରାଚୀ. ପ୍ରତାପ. ଶଶିସେଣା