ଫୁରୁଣା
ଦେଖଣା
ଫୁରୁଣା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ସ୍ଫୁରଣ)
[ସମ୍ପାଦନା]- ୧. ପ୍ରଫୁଲ୍ଲ; ଆନନ୍ଦିତ — ୧. Overjoyed; delighted.
ଲଙ୍କାରେ ଏହି ମାତ୍ର ଅଛି ବୀର, ଫୁରଣା ହୋଇଣ କର ସମର ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. ଭାଗ୍ୟବାନ୍ —୨. Fortunate.
ଫନ୍ଦା ଧନ ଯେ ଫିଙ୍ଗି ଦେଇ ପାଣିକି, ଫରୁଣା ହେବ କାହା ଘେନି ଏଣିକି କବିସୂର୍ଯ୍ୟ ରତ୍ନାକର ଚମ୍ପୁ ଫ ଗୀତ
- ୩. (ସଂସ୍କୃତ - ପୂର୍ଣ୍ଣକାମ) ପୂର୍ଣ୍ଣମନୋରଥ —୩. Successful; having one's desires fulfilled.
ରେ କିଶୋରୀ ! ଫୁରୁଣା ହୋଇ ତୁ ରସ କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଫ. ଗୀତ
- ୪. (ସଂସ୍କୃତ - ସ୍ଫୁରଣ) ସ୍ଫୁର୍ତ୍ତିଯୁକ୍ତ —୪. Vigorous.
ବିଶେଷ୍ୟ -
[ସମ୍ପାଦନା]ଆନନ୍ଦ; ଫୁଲାପଣ —Joy; delight.