ଫୁରୁ ଫୁରୁ
ଦେଖଣା
ଫୁରୁ ଫୁରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫୁରୁ ଫୁରୁ
|
(ଫୁର୍ ଫୁର୍—ଅନ୍ୟରୂପ)
ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ପତଳା ଲୁଗା ଆଦି ଚିରି ଯିବାର ଶବ୍ଦ —୧. The sound of tearing a cloth.
- ୨. ଝୋଟ ବା ତୁଳରେ ନିଆଁ ଲାଗିଯିବାର ଶବ୍ଦ — ୨. The sound of jute or cotton catching fire.
- ୩. କାଠି ଓ କୁଟା ଆଦି ଶୀଘ୍ର ଜଳି ଯିବା ପ୍ରକାରେ — ୩. Like the quick burning of straw and other inflamble articles.
- ୪. ପତଳା କେଶଗୁଚ୍ଛ ପବନରେ ସ୍ନିଗ୍ଧ ଭାବରେ ଉଡ଼ିବା ପ୍ରକାରେ —୪. Like the waving of a thin tuft of hair in the wind.