Jump to content

ଫୁଲଚୁଇଁ

ଉଇକିଅଭିଧାନ‌ରୁ

ଫୁଲଚୁଇଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସ. ଫୁଲ୍ଲ+ଶୋଷୀ)

[ସମ୍ପାଦନା]

ଶାଖାଶ୍ରୟୀ ବର୍ଗର ପୁଷ୍ପମଧୁପାୟୀ କ୍ଷୁଦ୍ର ପକ୍ଷିବିଶେଷ —The honey sucker; the humming bird.

ନିଆଳୀ—ବିକାଶୀ ଚୋରା ବସନ୍ତକୁ ମନେ ଯଥା ଫୁଲଚୁଇଁ ରାଧାନାଥ. ଯଯାତି

[ଦ୍ରଷ୍ଟବ୍ୟ —ଏ ପକ୍ଷୀର ଥଣ୍ଟ ସରୁଆ ଓ ଦୁଇଆଙ୍ଗୁଳ ଲମ୍ୱ ଏହାର ଶରୀର ୩୪: ଆଙ୍ଗୁଳ ମାତ୍ର ଲମ୍ୱ; ବର୍ଣ୍ଣ ନେଳି ମିଶା କଳା; ଏ ପକ୍ଷୀ ଗୁଣୁଗୁଣୁ ଶବ୍ଦ କରି ଫୁଲ ମଧ୍ୟରେ ଥଣ୍ଟ ପୂରାଇ ଫୁଲରୁ ମହୁ ଶୋଷେ ବସନ୍ତ ପ୍ରାରମ୍ଭରେ ପୁଷ୍ପିତ ବୃକ୍ଷରେ ବସି ଏ ପକ୍ଷୀ ଚୁଇଁ ଚୁଇଁ ରାବ କରେ]