ଫୁଲପିତା ଖାଇ ଆସିବା
ଦେଖଣା
ଫୁଲପିତା ଖାଇ ଆସିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]କନ୍ୟା ରଜସ୍ୱଳା ହୋଇ ସ୍ୱାମିଗୃହକୁ ପ୍ରଥମ ଥର ଯାଇ କିଛିଦିନ ସ୍ୱାମୀଙ୍କ ଘରେ ରହିବା ପରେ ବାପଘରକୁ ଆସିବା — To return to her father's house from her father-in-law's house where she had gone for the first time after attaining puberty (said of a girl).
ପ୍ରାଦେଶିକ -(ଯାଜପୁର) କ୍ରି.
[ସମ୍ପାଦନା](ରହସ୍ୱଲା କନ୍ୟା) ପ୍ରଥମ ଥର ଶାଶୁ ଘରକୁ ଯିବା; ଭାର ଘେନି ଯିବା —(a girl) To go to her father-in-laws house for the first time after puberty, with presents