Jump to content

ଫୁଲବର(ନା)

ଉଇକିଅଭିଧାନ‌ରୁ

ଫୁଲବର(ନା)

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷଣ - ସ୍ତ୍ରୀ—(ସଂସ୍କୃତ - ଫୁଲ୍ଲ+ବର୍ଣ୍ଣ; ଫୁଲ ପରି ବର୍ଣ୍ଣ ଯାହାର)

[ସମ୍ପାଦନା]

ସୂନ୍ଦରୀ —Very beatiful (as a flower).

ତୋଳି ନେଲା ଗଡ଼ି ଯାଉଥିବା ଫୁଲ ଫୁଲବରଣା—ରାଧାନାଥ. ଉଷା