Jump to content

ଫୁଲବେଲପତ୍ରୀ ଚଢ଼ାଇବା

ଉଇକିଅଭିଧାନ‌ରୁ

ଫୁଲବେଲପତ୍ରୀ ଚଢ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମହାଦେବଙ୍କ ଲିଙ୍ଗ ଓ ଶକ୍ତି ଉପରେ ଶିବ— ପ୍ରିୟ ପୁଷ୍ପ ଓ ବିଲ୍ୱଦଳ ଅର୍ପଣ କରିବା —୧. To offer favourite flowers and bel leaves on a Ṡiba liṅga.
୨. (ଲକ୍ଷଣାର୍ଥ) ଲାଞ୍ଚଦ୍ୱାରା ସନ୍ତୁଷ୍ଟ କରିବା — ୨. (figurative) To satisfy a person by bribing.