Jump to content

ଫୁଲରା

ଉଇକିଅଭିଧାନ‌ରୁ

ଫୁଲରା

ଉଚ୍ଚାରଣ

[ସମ୍ପାଦନା]

(ଫୁଲୁରା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଫୁଲ ବ୍ୟବସାୟୀ — ୧. Dealing or trading in flowers.
୨. ଯେ ଫୁଲ ବିକେ — ୨. Flower-selling.
୩. ଯେ ଫୁଲ ବଗିଚା ତିଆରି କରେ — ୩. Raising flowers for the market.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଫୁଲରା ମାଳି (ଦେଖ) - —Phularā māḻi (See)