Jump to content

ଫୁଲା ପଣ

ଉଇକିଅଭିଧାନ‌ରୁ

ଫୁଲା ପଣ

ଉଚ୍ଚାରଣ

[ସମ୍ପାଦନା]

ଫୁଲାପଣିଆ (ଆଁ), ଫୁଲାଣିଆ(ଆଁ) ପଣଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ଫୀତି —୧. Swelling; the state of being swollen.
୨. ଗର୍ବସ୍ଫୀତି —୨. The state of being puffed. up with pride.

ଅନୁବାଦ

[ସମ୍ପାଦନା]
୩. ଅତ୍ୟନ୍ତ ଗର୍ବ ବା ଅହଙ୍କାର — ୩. Excess of pride; arrogance.

ଫୁଲାପଣକୁ ନୁହେଁ ସରି, ଫୁଲମାଳରେ ଦେହ ଭରି— କମଳଲୋଚନ ଚଉତିଶା