ଫୁଲି
ଦେଖଣା
- ସୁତ୍ର ବା ପାଟ ନିର୍ମିତ ପୁଷ୍ପାକାର ଗୁଚ୍ଛ; ପାଟଝୁମ୍ପା
- ଶ୍ଳୋକାଦିର ଶେଷରେ ଚିତ୍ରିତ ପୁଷ୍ପାକାର ଚିହ୍ନ
- ଫୁଲ ପରି ଦେଖା ଯାଉଥିବା ନାକର ଅଳଙ୍କାରବିଶେଷ
- ବିଶାକାଠିରେ ଚିହ୍ନ ଦିଆ ଯାଇଥିବା ଗାରମାନଙ୍କ ମଧ୍ୟରୁ ଯଥାକ୍ରମେ ୫,୧୦, ୧୫ ଓ ୨୦ ପଳ ଓଜନର ଜିନିସ ପରୁଡିରେ ର୍ଖାଗଲେ ଯେଉଁ ଦାଗ ଉପରେ ସୂତା ରହେ ଉକ୍ତ ଦାଗରେ ଦିଆଯାଇଥିବା ବହୁ ରେଖାଯୁକ୍ତ ଛକି(*)
- ଲେଖା ଆଦିରେ ବ୍ୟବହୃତ ତାରକା ଚିହ୍ନ
- କାନ୍ଥକୁରାଫୁଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁଲ୍ଲ)
[ସମ୍ପାଦନା]- ୧. ସୂତ୍ର ବା ପାଟ ନିର୍ମିତ ପୁଷ୍ପାକାର ଗୁଚ୍ଛ; ପାଟଝୁମ୍ପା —୧. Tassel.
ବାଳାର; ବିଲମ୍ୱମାତା ଫୁଲି ଦେଖି ବାନା ଚରମ ମନୋରମ ପ୍ରଭାରେ ବନ୍ଧା କି ଏମନ୍ତ କେ ଯୋଖି— ଭଞ୍ଜ, ବୈଦେହୀଶବିଳାସ
- ୨. ଶ୍ଲୋକାଦିର ଶେଷରେ ଚିତ୍ରିତ ପୁଷ୍ପାକାର ଚିହ୍ନ — ୨. The representation of a floral design at the end of a couplet or poem.
- ୩. ଫୁଲ ପରି ଦେଖା ଯାଉଥିବା ନାକର ଅଳଙ୍କାରବିଶେଷ — ୩. A kind of nose-ornament having a floral top.
- ୪. ବିଶାକାଠିରେ ଚିହ୍ନ ଦିଆ ଯାଇଥିବା ଗାରମାନଙ୍କ ମଧ୍ୟରୁ ଯଥା କ୍ରମେ ୫, ୧, ୧୫: , ଓ ୨ ପଳ ଓଜନର ଜିନିସ ପରୁଡ଼ିରେ ରଖାଗଲେ ଯେଉଁ ଦାଗ ଉପରେ ସୂତା ରହେ ଉକ୍ତ ଦାଗରେ ଦିଆଯାଇଥିବା ବହୁ ରେଖାଯୁକ୍ତ ଛକି(*) — ୪. A star-mark on the pole of a Biṡā to indicate ୫, ୧୦, ୧୫ and ୨୦ Paḻs weight respectively.
[ଦ୍ରଷ୍ଟବ୍ୟ —୨ବିଶା=୨୫: ଫଳ ୪ ଫୁଲି ଚିହ୍ନ ପର୍ଯ୍ୟନ୍ତ=୨ ଫଳ ୪ ଫୁଲି ଆଗରେ ସୂତା ବସିଲେ ୨୫: ଫଳ ବା ପୂର୍ଣ୍ଣ ୧ ବିଶା ଓଜନର ଜିନିସ ହେଲା ବୋଲି ଜଣାଯାଏ ୪ ଫୁଲି ଆଗ= ପୂର୍ଣ୍ଣ ୨୫: ଫଳ ବା ୧ ବିଶା ଓଜନ]
- ୫. ଲେଖା ଆଦିରେ ବ୍ୟବହୃତ ତାରକା ଚିହ୍ନ — ୫. Asterisk.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]କାନ୍ଥକୁରା —Well niche.