Jump to content

ଫୁଲିତ

ଉଇକିଅଭିଧାନ‌ରୁ

ଫୁଲିତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଫୁଲିଥିବା —Swollen.

ପ୍ରଖର ଶ୍ୱାସ ଶ୍ୱସନ ଫୁଲିତ ନାଶା ଦଶନ— ବସନେ ସ୍ଥିତ ଦର୍ଶନ କୃତ ଦଂଶନ—ଭଞ୍ଜ. ପ୍ରେମସୁଧାନିଧି