ଫୁଲୁଫୁଲିଆ
ଦେଖଣା
ଫୁଲୁଫୁଲିଆ
ଉଚ୍ଚାରଣ
[ସମ୍ପାଦନା]ଫୁଲ୍ ଫୁଲିଆ, ଫୁଲ୍ ଫୁଲୁକା, ଫୁଲୁ ଫୁଲୁକାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଫୁଲୁଫୁଲିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ଫୁଲ୍ଲ)
[ସମ୍ପାଦନା]- ୧. ପୁଷ୍ପ ସଦୃଶ — ୧. Flower-like.
- ୨. ଫୁଲପରି ମନୋହର — ୨. Beautiful as a flower.
- ୩. ଫୁଲପରି ପ୍ରସ୍ଫୁଟିତ — ୩. Opened or full-blown like a flower.
- ୪. ଫୁଲପରି ହାଲୁକା — ୪. Light like a flower.
- ୫. ଫୁଲପରି କୋମଳ ବା ସୁକୁମାର — ୫. Tender or soft or delicate like a flower.
- ୬. (ସଂସ୍କୃତ - ସ୍ଫୀତ) ଫୁଲୁକା; ଫୁଲିଥିବା; ସ୍ଫୀତ — ୬. Bloated; swollen.