ଫୁଲୌରି
ଦେଖଣା
ଫୁଲୌରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତେଲ ବା ଘିଅରେ ଛଙ୍କା ହୋଇ ତିଆରି ହୋଇଥିବା ଛୋଟ ଛୋଟ ବଡ଼ା ବା ବରା; ପକୌଡ଼ —୧. Lentil-paste-cake fried in oil or ghee.
- ୨. ପୁଷ୍ପବାସିତ ତୈଳ —୨. Floral oil.
ଫୁଲୁରି ଫୁଲତ ବିଷ; ଉଲୁରି ଅଛି ଅନିଶ କଙ୍କତିକାର ସ୍ପରଶ, ରଙ୍କର ହେଲାଣି କେଶ ପ୍ରାଚୀନ. ସଙ୍ଗୀତ
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]- ୧. ଫୁଲରୁ ତିଆରି ହୋଇଥିବା —୧. Made or extracted from flower; floral.
(ଯଥା—ଫୁଲୁରି ତେଲ)
- ୨. ପୁଷ୍ପବାସିତ —୨. Scented with flowers.