Jump to content

ଫୁଲ୍କା

ଉଇକିଅଭିଧାନ‌ରୁ

ଫୁଲ୍କା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମଲ୍ଲକ୍ରୀଡ଼ା ପାଇଁ ଘେରା ହୋଇଥିବା ସ୍ଥାନ — ୧. A circular ground prepared for athletic exercises.

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଏହି ଅର୍ଥରେ ଏହି ଶବ୍ଦ)

[ସମ୍ପାଦନା]
୧. ମାଛର ଗାଲିସି —୧. The gills of fish.
୨. ଏକ ଜାତୀୟ ବିଲଘାସ —୨. A kind of weed growing in corn-fields.

=== ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଫାୟ ଧାତୁ)

ସ୍ଫୀତ —Swollen.



ଫୁଲ୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଛଙ୍କ ଗାଲିସି — Gills of a fish.

ବିଶେଷଣ -

[ସମ୍ପାଦନା]

ସ୍ଫୀତ; ଫୁଲୁକା — Bloated; puffed up; swollen.