Jump to content

ଫୁଲ୍ଲ

ଉଇକିଅଭିଧାନ‌ରୁ

ଫୁଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫୁଲ୍ଲ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଫୁଲ; ପୁଷ୍ପ —Flower.

ବିଶେଷଣ - (ଫୁଲ୍ଲ୍ ଧାତୁ=ବିକସିତ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ମୁକୁଳିତ; ପ୍ରସ୍ଫୁଟିତ —୧. Full-blown.
୨. ବିକସିତ —୨. Opened; expanded.
୩. ପ୍ରଫୁଲ୍ଲ —୩. Overjoyed.