Jump to content

ଫୁଲ୍ଲରି

ଉଇକିଅଭିଧାନ‌ରୁ

ଫୁଲ୍ଲରି

ଉଚ୍ଚାରଣ

[ସମ୍ପାଦନା]

ଫଲୁରି, ଫୁଲୋରିଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତେଲ ବା ଘିଅରେ ଛଣା ହେଇଥିବା ବିରିଆଦି ବଟାର ପିଷ୍ଟକବିଶେଷ —୧. Small cakes of lentil-paste fried in ghee or oil.
୨. ଫୁଲରି ତେଲ (ଦେଖ) - ୨. Phulari tela (See)

ବିଶେଷଣ -

[ସମ୍ପାଦନା]

ଫୁଲ ସମୂହ —A collection of flowers