ଫୁଲ୍ସ୍ଟପ୍କୁ
[ଫୁଲଇଷ୍ଟ(ଷ୍ଟା)ପ୍, ଫୁଲସ୍ଟପ୍—ଅନ୍ୟରୂପ]
ପୂର୍ଣ୍ଣଚ୍ଛେଦ; ସମାପ୍ତ ବାକ୍ୟ ପରେ ବ୍ୟବହୃତ ଚ୍ଛେଦ ଚିହ୍ନ —Fullstop.
[ଦ୍ରଷ୍ଟବ୍ୟ —ଭାଷାରେ ଏହା ଗୋଟିଏ ଦଣ୍ଡାୟମାନ ରେଖା, ମାତ୍ର ଇଂରାଜିରେ ଏହା ଗୋଟିଏ ବିନ୍ଦୁ]