ଫୁଲ୍ ତାନିର୍
ଏକ ଜାତୀୟ ମୋଟଳିଆ ଘାସ —Potyloca Barbata; a kīnd of coarse grass.
[ଦ୍ରଷ୍ଟବ୍ୟ —ଏହା ୫ରୁ ୮ ଫୁଟ ଯାଏ ଲମ୍ୱ ହୁଏ ଏହା ଛୋଟ ବଣରେ ଓ ପଡ଼ିଆରେ ଜନ୍ମେ ]