ଫୁଲ୍ ବେଞ୍ଚ୍
ଦେଖଣା
ଫୁଲ୍ ବେଞ୍ଚ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ହାଇକୋଟ୍ରେ କୌଣସି ଜଟିଳ ପ୍ରଶ୍ନର ମୀମାଂସା ନିମନ୍ତେ ଦୁଇରୁ ଅଧିକ ନିର୍ଦ୍ଧିଷ୍ଟସଂଖ୍ୟକ ଜଜ୍ମାନଙ୍କର ବୈଠକ —୧. Full bench.
- ୨. (ଲକ୍ଷଣାର୍ଥ, ବ୍ୟଙ୍ଗ) ସମସ୍ତ ସଙ୍ଗୀମାନଙ୍କର ଏକତ୍ର ବୈଠକ —୨. (Figurative and ironical). A full meeting of all boon compainous.