ଫୁଲ ଆଲଟ
ଦେଖଣା
ଫୁଲ ଆଲଟ
ଉଚ୍ଚାରଣ
[ସମ୍ପାଦନା](ଫୁଲଚଅଁର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫୁଲ ଆଲଟ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଫୁଲର ଚିତ୍ରଥିବା ବା ଉପରେ ସ୍ୱାଭାବିକ ବା କୃତ୍ରିମ ଫୁଲ ଲଗାଯାଇ ଥିବା ଆଲଟ ବା ଚାମର — A fan adorned or set with flowers or floral designs on cloth or floral paintings.
ଫୁଲ ପଙ୍ଖା ଫୁଲ ଆଲଟ ଚାମର ଫୁରୁଣାରେ ଧରି ନର ଦୀନକୃଷ୍ଣ. ଜଗମୋହନ
(ଯଥା—ଏହିପରି ଫୁଲ ପଙ୍ଖା, ଫୁଲ ବିଞ୍ଚଣା ଶବ୍ଦମାନ ହୁଏ)