Jump to content

ଫୁଲ କସି

ଉଇକିଅଭିଧାନ‌ରୁ

ଫୁଲ କସି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଲ୍ଲ+କଷାୟ)

[ସମ୍ପାଦନା]
୧. ଏକାଗଛରେ ଧରିଥିବା ଫୁଲ ଓ କସି ବା ଛୋଟ ଫଳ —୧. Flowers and very young fruits growing at the same time in a tree.
୨. ଅତି ଛୋଟ ଫଳ —୨. Very young fruits, just passing out of the flower stage.

(ଯଥା—ଏ ଗଛରେ ଲଙ୍କାମରିଚ ଫୁଲ କସି ଧରିଅଛି)