Jump to content

ଫୁଲ କାଟିବା

ଉଇକିଅଭିଧାନ‌ରୁ

ଫୁଲ କାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଫୁଲ+କର୍ତ୍ତନ)

[ସମ୍ପାଦନା]
୧. କୃତ୍ରିମ ପୁଷ୍ପ ରଚନା କରିବା — ୧. To make artificial flowers.
୨. ପୁଷ୍ପର ଚିତ୍ର ଅଙ୍କନ କରିବା — ୨. To draw figures resembling flowers.
୩. ନବଜାତ ଶିଶୁର ନାଭି ସଙ୍ଗେ ନାଡ଼ଦ୍ୱାରା ସଂଯୁକ୍ତ ଫୁଲକୁ କାଟି ଦେବା —୩. To separate the placenta from the navel-string of a new-born infant.