ଫୁଲ କିନାରି
ଫୁଲକିନାର, ଫୁଲକିନାରିଆ, ଫୁଲକିନାରି, ଫୁଲଧଡ଼ିଆ, ଫୁଲପାଡ଼ୀ, ଫୁଲଧଡ଼ିଆଅନ୍ୟରୂପ
ଧଡ଼ିରେ ଫୁଲ ପରି ଚିତ୍ରକାର୍ଯ୍ୟ ବୁଣା ଯାଇଥିବା ଲୁଗା — Cloth having hems with floral designs.