Jump to content

ଫୁଲ ଗୁଣା

ଉଇକିଅଭିଧାନ‌ରୁ

ଫୁଲ ଗୁଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫୁଲୁଗୁଣା—ଗ୍ରାମ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାକର 'ଡ଼ାହାଣ ପୁଡ଼ାରେ ପିନ୍ଧାଯିବା ଏକପ୍ରକାର ଗୁଣା —A nose ornament worn on the right side of the nose (with a flower-like bulb on the top.)

ବାଘସିଂହଙ୍କ ଦାଣ୍ଡଦୁଆର କବାଟ ଫାଙ୍କରୁ ଫୂଲଗୁଣା ବସଣୀ ସହିତ ଦୁଇ ତିନିଗୋଟି ନାସିକା ଦୃଷ୍ଟ ହେଲା ଫକୀରମୋହନ, ଛମାଣ ଆଠଗୁଣ୍ଠ