Jump to content

ଫୁଲ ଛତି

ଉଇକିଅଭିଧାନ‌ରୁ

ଫୁଲ ଛତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁଲ୍ଲ+ଛତ୍ର)

[ସମ୍ପାଦନା]
୧. ପୁଷ୍ପଚିତ୍ରିତ ବା ଫୁଲରେ ଅଳଂଙ୍କୃତ ଦେବଛତ୍ର —୧. An umbrella with designs of flowers woven all over it, or adorned with flowers.

ଫୁଲଛତି ଫୁଲ ବିତାନେ ଅନାଇ ପୁଲକି ଉଠଇ ହିଆ ଦୀନକୃଷ୍ଣ, ଜଗମୋହନ

୨. ଛତ୍ରାକାରରେ ଗ୍ରଥିତ ପୁଷ୍ପଚୟ — ୨. Flowers strung together and set in the shape of an umbrella.