Jump to content

ଫୁଲ ଝାଡ଼ୁ

ଉଇକିଅଭିଧାନ‌ରୁ

ଫୁଲ ଝାଡ଼ୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମକା ଗୁଳ୍ମ ଜାତୀୟ ଏକପ୍ରକାର ବୁଦାଳିଆ ତୃଣ —୧. A kind of broad-leaved bushy plant like maze or Indian corn; broomgrass.

[ଦ୍ରଷ୍ଟବ୍ୟ —ଏହାର ପତ୍ର ଘାସପତ୍ର ଅପେକ୍ଷା ଚଉଡ଼ା; ବୁଦା ପ୍ରାୟ ୨ ୩: ହାତ ଉଚ୍ଚ ହୁଏ ଏଥିର କନ୍ଦାରୁ ଗୋଟିଏ ଲେଖାଏଁ ଚାମର ପରି ଡେମ୍ଫ ବାହାରେ ସେହି ଚାମର ଗୁଡ଼ିକ ଗୁଚ୍ଛ ଆକାରରେ ବାନ୍ଧି ଲୋକେ ଝାଡ଼ୁ ବା ଛାଞ୍ଚୁଣୀ କରନ୍ତି]

୨. ଗୋଛାଏ ଫୁଲଝାଡ଼ୁ ତୃଣର ଡେମ୍ଫ ଏକତ୍ର ବନ୍ଧା ହୋଇଥିବା ସମ୍ମାର୍ଜନୀ — ୨. A broomstick made of broom-grass.