Jump to content

ଫୁଲ ଟାହିଆ

ଉଇକିଅଭିଧାନ‌ରୁ

ଫୁଲ ଟାହିଆ

ଉଚ୍ଚାରଣ

[ସମ୍ପାଦନା]

(ଫୁଲଟାହ୍ୟା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁଲ୍ଲ+ଇଂରାଜୀ - ଟାୟରା)

[ସମ୍ପାଦନା]

ଖଡ଼ିକାରେ ବା ସରୁ ବାଉଁଶ କାଠିରେ ଗୁନ୍ଥା ହୋଇଥିବା ମୟୂରପଙ୍ଖା ଆକାରରେ ସଜ୍ଜିତ ପୁଷ୍ପମାନ —A flat fanlike stucture or framework made of flowers.

[ଦ୍ରଷ୍ଟବ୍ୟ —ଏହା ଦେବପ୍ରତିମାଙ୍କ ପଛଆଡ଼େ ଖଞ୍ଜାଯାଏ]