ଫୁଲ ତୋଳା
ଦେଖଣା
ଫୁଲ ତୋଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଫୁଲ୍ଲ+ତୋଳନ)
[ସମ୍ପାଦନା]- ୧. ଫୁଲ ତୋଳିବା କାର୍ଯ୍ୟ; ପୁଷ୍ପଚୟନ — ୧. The act of plucking flowers.
- ୨. ଏହି ନାମଯୁକ୍ତ ଏକ ପ୍ରାଚୀନ ଓଡ଼ିଆ ଗୀତମାଳା — ୨. A metrical composition of name by Baḻarāma Das.
[ଦ୍ରଷ୍ଟବ୍ୟ —ଗୋପୀମାନେ କୃଷ୍ଣଙ୍କୁ ଫୁଲଦ୍ୱାରା ମଣ୍ଡିତ କରିବା ନିମିତ୍ତ ଫୁଲ ତୋଳୁଥିବା ବେଳେ ବୋଲିଥିବାର କଳ୍ପିତ ଗୀତ ଏଥିର ରଚୟିତା ବଳରାମଦାସ]