Jump to content

ଫୁଲ ଦୋଳ

ଉଇକିଅଭିଧାନ‌ରୁ

ଫୁଲ ଦୋଳ

ଉଚ୍ଚାରଣ

[ସମ୍ପାଦନା]

(ଫୁଲୁଦୋଳ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁଲ୍ଲ+ଦୋଳନ)

[ସମ୍ପାଦନା]

ଚୈତ୍ର ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ଶ୍ରୀକୃଷ୍ଣଙ୍କର ପୁଷ୍ପଦୋଳ ଉତ୍ସବ — The festival of the swinging of the image of Ṡrīkṛushṇa during Ch&aline;i̱tra fullmoon.

[ଦ୍ରଷ୍ଟବ୍ୟ —ଏହା ଚୈତ୍ର ଶୁକ୍ଳ ଏକାଦଶୀଠାରୁ ଚୈତ୍ର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ]