ଫୁଲ ନାଡ଼ କରି ଟେକିଦେବା
ଦେଖଣା
ଫୁଲ ନାଡ଼ କରି ଟେକିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫୁଲ ନାଡ଼ କରି ଟେକିଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଶିଶୁ ଜନ୍ମ ହେଲେ ତାକୁ ଅନ୍ୟ ବ୍ୟକ୍ତି ନେଇ ଆପଣା ସନ୍ତାନ ପରି ପାଳନ କରିବେ ବୋଲି କଥା ଶିଶୁର ଗର୍ଭରେ ଥିବା ଅବସ୍ଥାରେ ସ୍ଥିର ହୋଇ ଥିବାରୁ ଶିଶୁର ଜନ୍ମ ହେବା ମାତ୍ରକେ (ଅର୍ଥାତ୍ ତାହାର ନାଭି— ଚ୍ଛେଦନ ହେଉଣୁ) ପ୍ରସୂତି ଉକ୍ତ ଶିଶୁକୁ ତତ୍ସଂଲଗ୍ନ ଫୁଲ ସହିତ ପୋଷିଆ ମାଆଙ୍କ ହାତକୁ ଟେକି ଦେବା — To hand over a newborn infant with the placenta still unseparated, to the adoptive mother (a mode of giving in adoption common in Orissa).
[ଦେ—ଏହା ଉତ୍କଳରେ ପୋଷ୍ୟପୁତ୍ର ଗ୍ରହଣ କରିବାର ଗୋଟିଏ ସାଧାରଣ ପାଳତ ପ୍ରଥା]