Jump to content

ଫୁଲ ପଙ୍ଖା

ଉଇକିଅଭିଧାନ‌ରୁ

ଫୁଲ ପଙ୍ଖା

ଉଚ୍ଚାରଣ

[ସମ୍ପାଦନା]

(ଫୁଲବିଞ୍ଚଣା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁଲ୍ଲ+ପକ୍ଷ)

[ସମ୍ପାଦନା]

ଉପରେ ଫୁଲର ଚିତ୍ରଥିବା ବା ଫୁଲ ଖଞ୍ଜାଯାଇ ଥିବା ପଙ୍ଖା ବା ବ୍ୟଜନ A fan with floral designs or flowers strung thereon

ଫୁଲ ପଙ୍ଖା ଫୁଲ ଆଳଟ ଚାମର ଫୁରୁଣାରେ ଧରି ନରେ ଦୀନକୃଷ୍ଣ, ଜଗମୋହନ