Jump to content

ଫୁଲ ପଡ଼ିବା

ଉଇକିଅଭିଧାନ‌ରୁ

ଫୁଲ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଫୁଲ୍ଲ+ପତନ)

[ସମ୍ପାଦନା]
୧. ଶିଶୁ ଜନ୍ମ ହେବା ପରେ ମାତୃ ଗର୍ଭରୁ ଫୁଲ ନିଃସୃତ ହେବା — ୧. The evacuation of the placenta from the womb after child-birth.
୨. ଆଶୁ କାର୍ଯ୍ୟସିଦ୍ଧି ଅର୍ଥାତ୍ ଦେବତାଙ୍କ ପ୍ରସନ୍ନତାର ନିଦର୍ଶନ ସ୍ୱରୂପ ଦେବତାଙ୍କ ମୁଣ୍ଡରେ ଚଢ଼ାଯାଇଥିବା ଫୁଲ ମନକୁ ଖସି ପଡ଼ିବା —୨. The falling down on the ground of a flower from the head of an idol, interpreted as an auspicious sign.