ଫୁଲ ପରା କରି ଟେକି ଧରିବା
ଦେଖଣା
ଫୁଲ ପରା କରି ଟେକି ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫୁଲ ପରା କରି ଟେକି ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ଅତ୍ୟନ୍ତ ଆଦର ଓ ସ୍ନେହ କରିବା — ୧. (figurative) To cherish with tender affection.
- ୨. (ଲକ୍ଷଣାର୍ଥ) କୋମଳ ବ୍ୟବହାର କରିବା — ୨. (figurative) To treat one tenderly.
କଣ୍ଟା ଫିରିକି ! ଏତେ ଗୁଣ ବୋଲ ଜାଣିଥିଲି କି? ବେଳମୁଁତ କହିଲୁ ଫୁଲ ପରା କରି ଟେକି ଧରିଥିଲୁ, କଟାଡ଼ି ପକାଇଲୁ ଢଗ